ଛତ୍ରପୁର: ଆକୁଂଲି ଠାରେ ଧୁମଧାମରେ ଚାଲିଛି ମା ଦୁର୍ଗାଙ୍କ ପୂଜା, ପ୍ରତିକ୍ରିୟା ରଖିଲେ କର୍ତ୍ତା
ରେଶମ ସହର ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଏବେ ନବରାତ୍ର ପୂଜା ବେଶ ଜାକଜମକରେ ପାଳିତ ହେଉଛି। ପ୍ରତି ମଣ୍ଡପରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି। ସୋମବାର ପୂର୍ବାହ୍ନରେ ଆକୁଂଲି ପୂଜା ମଣ୍ଡପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କର୍ତ୍ତା।