ବୌଦ୍ଧ ସଦର: ବୌଦ୍ଧ ଟାଉନ୍ ହଲ୍ ରେ ସୁରଭି କାର୍ଯ୍ୟକ୍ରମରେ ନୃତ୍ୟ ପରିବଷଣ ପରେ ଅଚେତ ହେଲେ ଛାତ୍ରୀ ଗୁରୁତର ଅବସ୍ଥାରେ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି
ବୌଦ୍ଧ ଟାଉନ୍ ହଲ୍ ରେ ସୁରଭି କାର୍ଯ୍ୟକ୍ରମରେ ନୃତ୍ୟ ପରିବଷଣ ପରେ ଅଚେତ ହେଲେ ଛାତ୍ରୀ ଗୁରୁତର ଅବସ୍ଥାରେ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ବର୍ତମାନ ଛାତ୍ରୀ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ତିର ଥିବା ଜଣା ପଡ଼ିଛି