ପଟ୍ଟାଙ୍ଗୀ: ସେମିଳିଗୁଡା ବ୍ଲକର ଦୁଧାରୀ ଗ୍ରାମ ନିକଟରେ ଓଲଟିଲା ପର୍ଯ୍ୟଟକଙ୍କ ସ୍କର୍ପିଓ, ଅଳ୍ପକେ ବର୍ତିଲେ ୪ ପର୍ଯ୍ୟଟକ
ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଦେଓମାଳୀ ବୁଲି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା ସ୍କର୍ପିଓ। ସୂଚନାଯୋଗ୍ୟ ଭୁବନେଶ୍ୱରରୁ ଏକ ସ୍କର୍ପିଓ ଯୋଗେ କୋରାପୁଟ ଦେଓମାଳୀ ବୁଲିବା ପାଇଁ ୪ ଜଣ ଯୁବକ ପର୍ଯ୍ୟଟକ ଆସିଥିଲେ । ଦେଓମାଳୀ ବୁଲା ବୁଲି କରି ଫେରୁଥିବା ବେଳେ ସେମିଲିଗୁଡା ଅଧିନସ୍ଥ ଦୁଧାରି ଗ୍ରାମ ନିକଟରେ ଗାଡି ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା।