ବାତ୍ୟା ମୋନ୍ଥା ପାଇଁ ସମୁଦ୍ର ଅଶାନ୍ତ ହୋଇପଡିଛି। ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ପ୍ରସ୍ତୁତି କରାଯାଇଛି। ମତ୍ସ୍ୟଜୀବୀମାନେ ନିଜ ଡ଼ଙ୍ଗା କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପ୍ରଶାସନ ପରାମର୍ଶ ଦେଇଛନ୍ତି। ପ୍ରତି ବର୍ଷ ବାତ୍ୟା ଆସିଲେ ସମୁଦ୍ର ଗାଁ ମୁହାଁ ହେଉଛି । ଗୋପାଳପୁର ଆର୍ଯ୍ୟପଲ୍ଲୀ ସମୁଦ୍ର ତଟରେ ରେ କିଭଳି ପରିସ୍ଥିତି ରହିଛି ସେ ନେଇ ମଂଗଳବାର ଅପରାହ୍ନରେ ପ୍ରତିକ୍ରିୟା ରଖିଛନ୍ତି ମତ୍ସ୍ୟ ଅଧିକାରୀ।