ସତ୍ୟବାଦୀ: ସାରଙ୍ଗ ଯୋଡି ପଞ୍ଚାୟତ କାର୍ଯ୍ୟାଳୟରେ ସୁବିଧା କେନ୍ଦ୍ର ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ
Satyabadi, Puri | Aug 25, 2025
ଆଜି ଅପରାହ୍ନ ତିନିଟା ରେ ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ସାରଙ୍ଗ ଯୋଡ଼ି ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ପଞ୍ଚାୟତ ସୁବିଧା କେନ୍ଦ୍ର ଗୃହ ନିର୍ମାଣ...