ବାରିପଦା ମ୍ୟୁନିସିପାଲଟି: ବୁଢ଼ାବଳଙ୍ଗ ଆଁ ରେ ନିଶ୍ଚିହ୍ନ ହେବ ଶାମାଖୁଣ୍ଟା ବ୍ଲକର ଦୁଇ ଗାଁ; ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ମତଦେଲେ ଗ୍ରାମବାସୀ
Baripada M, Mayurbhanj | Aug 26, 2025
ଆଗାମୀ କିଛି ବର୍ଷ ମଧ୍ୟରେ ହୁଏତ ମୟୂରଭଞ୍ଜର ଶାମାଖୁଣ୍ଟା ବ୍ଲକ ମାନଚିତ୍ରରୁ ହଜିଯିବ ଦୁଇଟି ଗ୍ରାମ। ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧିନ...