ବାଲେଶ୍ବର ମ୍ୟୁନିସିପାଲଟି: ବହାବଳ ପୁର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ସଚେତନତା କାର୍ଯ୍ୟକ୍ରମ,ଯୋଗ ଦେଲେ ସଦର ବିଧାୟକ
Baleshwar M, Balasore | Sep 8, 2025
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନ ୧୧ ଟାରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାହାବଳପୁର ପଞ୍ଚାୟତ...