ସଲଙ୍ଗିପଡି କୁ ଫୁଲବାଣୀ ବିଧାୟକ ଙ୍କ ଗସ୍ତ, ଏହି ଗସ୍ତ ଟି ଶୁକ୍ରବାର ଦିନ 12ଘଣ୍ଟିକା ରେ କରିଥିବା ବେଳେ, ବରିଷ୍ଠ ନେତା ସ୍ୱଗତ ଯଦୁମଣି ପାଣିଗ୍ରାହୀ ଙ୍କ ସ୍ୱର୍ଗତ ଆହ୍ଲାଉଦିନ ପାଣିଗ୍ରାହୀ ଙ୍କ ଏକାଜଶ କାଯ୍ୟକ୍ରମ ରେ ଯଗ ଦେଇ ତାଙ୍କ ପରିବାର ଙ୍କୁ ଧର୍ଯ୍ୟ ଦେବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଫୁଲବାଣୀ ବଧାୟକ ଉମା ଚରଣ ମଲ୍ଲିକ, ଏହି କାଯ୍ୟକ୍ରମ ରେ ଅଞ୍ଚଳ ର ସମସ୍ତ ବିଜେପି କର୍ମୀ ଉପସ୍ଥିତ ରହିଥିଲେ