Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

ଜି ଉଦୟଗିରି: ସାରାଙ୍ଗଗଡ ଅଞ୍ଚଳ ରେ ଏକର ଏକର ଜମିରେ ଲଗାଯାଇଥିବା ଗଞ୍ଜେଇ ଗଛ କୁ ନଷ୍ଟ କଲା ପୋଲିସ

G Udayagiri, Kandhamal | Nov 10, 2025
ସାରଙ୍ଗଗଡ ଅଞ୍ଚଳ ଦିନ ଗଞ୍ଜେଇ ଚାଷ ବଢିବାରେ ଲାଗି ରହିଛି। ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳରେ ଅବକାରୀ, ଫରେଷ୍ଟ୍ର,ପୋଲିସ୍ ର ମିଳିତ ଉଦ୍ୟମରେ ଗଞ୍ଜେଇ ଗଛ ଦୈନକ କୋଟି କୋଟି ଟଙ୍କାର କାଟା ଯାଉଛି। ଏଭଳି ଦିନକୁ ଦିନ ସାରଂଗଗଡ ରେ ବ ଗଞ୍ଜେଇ ଚାଷ ବଢିବାରେ ଲାଗିଥ‌ିବା ବେଳେ ଥାନା ଅଧିକାରୀ ପ ନିର୍ଦେଶ କ୍ରମେ ଏହି ପଦକ୍ଷେପ ନେଇଥିବାର ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି

MORE NEWS