ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟ ର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଙ୍କ କର୍ଟ ଏକ ୧୫ ବର୍ଷିଆ ନାବାଳିକା ର ଦୁଷ୍କର୍ମ ମାମଲାର ବିଚାରକରି ୧୭ ଜଣଙ୍କ ସାକ୍ଷୀ ଡ଼ାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ରିତୀକ୍ ଦିଗାଲ୍ ୧୯ ବର୍ଷ ପିତା ଲକ୍ଷ୍ମଣ ଦିଗାଲ୍ ଗ୍ରାମ- ସାଇନ୍ ପଡା ଥାନା -ଫୁଲବାଣୀ ସଦର ଜିଲ୍ଲା -କନ୍ଧମାଳ ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୨୦,୦୦୦ଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ୨ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟ ରେ ଉଲ୍ଲେଖ କରିଛନ୍ତି। ସରକାର ଙ୍କ ତରଫରୁ ଫାଷ୍ଟ୍ ଟ୍ରାକ୍ ପୋସ୍କୋ