ଉମରକୋଟ: ପିଲା ଚୋରି ଅଭିଯୋଗ ରେ ଥାନାର ଦ୍ବାରସ୍ଥ ହେଲେ ଦମ୍ପତ୍ତି
ଚିକିତ୍ସକ ସୋନଗ୍ରାଫି କରି ରିପୋର୍ଟ ଦେଲେ ଗର୍ଭବତୀ ଙ୍କ ଜାଆଁଳା ଛୁଆ ଅଛି ବୋଲି, ଗର୍ଭବତୀ ଜଣକ ଜାଆଁଳା ଛୁଆ ରହିଛି ଭାବି ସେହି ପ୍ରକାର ଚିକିତ୍ସା ସୁବିଧା ପାଇଲେ କିନ୍ତୁ ଯେତେବେଳେ 03 ସେପ୍ଟେମ୍ବର 2025 ରେ ଉମରକୋଟ ଉପ ଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସୂତି ପରେ ଗୋଟିଏ ଛୁଆ ଜନ୍ମ ହୋଇଥିଲା। ଏହା ପରେ ପରିବାର ଲୋକେ ଚିନ୍ତାରେ ଅଛନ୍ତି ଦୁଇଟି ଛୁଆରୁ ଗୋଟିଏ ଛୁଆ ଗଲା କୁଆଡେ ସନ୍ଦେହ କରୁଛନ୍ତି । ପ୍ରସବ ପରେ ଡାକ୍ତ