କୋରାପୁଟ ସହର: କୋରାପୁଟ ସଦର ନନ୍ଦି ଗାଁ ପଞ୍ଚାୟତର ର ପଟିପାର ଗାଁ ରେ ଅର୍ଦ୍ଧ ନିର୍ମାଣ ରେ ରହି ଯାଇଛି ସୌଚାଲୟ। ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ
କୋରାପୁଟ ସହର...ଆଜି ଦିନ ବାର୍ ଟା ବାଜି ତିରିଶ ମିନିଟ୍ ସମୟରେ କୋରାପୁଟ ସଦର ନନ୍ଦି ଗାଁ ପଞ୍ଚାୟତର ର ପଟିପାର ଅର୍ଦ୍ଧ ନିର୍ମାଣ ରେ ରହି ଯାଇଛି ଶୌଚାଳୟ। ଫଳରେ ଛାତ୍ର ଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେହେତୁ ରାସ୍ତା କଡ଼ରେ ଉକ୍ତ ବିଦ୍ୟାଳୟ ରହି ଥିବାରୁ ଛାତ୍ର ଛାତ୍ରୀ ମାନେ ବାହାରକୁ ପରିସ୍ରା କିମ୍ୱା ଶୌଚ ପାଇଁ ବଜାର କୁ ଗଲେ ରାସ୍ତା ପାରି ହେବାକୁ ପଡୁଥିବାରୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ମାସ ବିତି ଯାଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ନିର୍ମାଣ ଧୀନ ସୌଚା ଲୟ ର କାମ ସରୁଥିବାରୁ ଅବିଭାବକ ମାନେ ଅସନ୍ତୁଷ୍ଟ କରି ଛନ୍ତି । ଅତି ଶୀଘ୍ର କ