ଟିଟିଲାଗଡ଼ ଲାୟନ୍ସ ଲିଓ କ୍ଲବ ଦ୍ଵାରା ଆୟୋଜିତ ଅଲ୍ ଓଡିଶା ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଟିଟିଲାଗଡ଼ ଟିମକୁ ହରାଇ ଭୁବନେଶ୍ୱର ଟିମ ବିଜୟୀ। ଟିଟିଲାଗଡ଼ - ଟିଟିଲାଗଡ଼ ଲାୟନ୍ସ ଓ ଲିଓ କ୍ଲବ ଦ୍ଵାରା ଆୟୋଜିତ ରାଜ୍ୟ ସ୍ତରୀୟ ବ୍ଯ୍ୟାଡ ମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାର ଶେଷ ସନ୍ଧ୍ୟା ଅର୍ଥାତ୍ ଗୁରୁବାର ଦିନ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସେହି ମଧ୍ୟରୁ ଫାଇନାଲ ମ୍ୟାଚ ଭୁବନେଶ୍ୱରର ତନ୍ମୟ ସାହୁ,ଅଭିଜିତ ମହାରଣା ଏବଂ ଟିଟିଲାଗଡ଼ର ଏମଡି ଇରଫାନ ଓ ସରୋଜ ଭୋଇଙ୍କ ମଧ୍ୟରେ ଖେଳା ଯାଇଥିଲା। ସେଥିରେ ପ୍ରଥମ ସେଟ ଓ