ବଲାଙ୍ଗୀର: ରାଏପାଲି ଗ୍ରାମ ସ୍କୁଲରେ ଶିକ୍ଷକ ଅଭାବ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ମାତ୍ର ଜଣେ ଶିକ୍ଷକ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମ ବାସି
Balangir, Balangir | Sep 9, 2025
ଦେଓଗାଁ ବ୍ଲକ ଅଧୀନସ୍ଥ ରାଏପାଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ।ବିଦ୍ୟଳୟ ରେ ପ୍ରଥମ ରୁ ପଞ୍ଚମ...