ସୁନ୍ଦରଗଡ ସହର: ଟପରିଆରେ ଅବକାରୀ ବିଭାଗର ସ୍ବତନ୍ତ୍ର ଚଢାଉ, 2 କେଜି 100 ଗ୍ରାମ ଓଜନର ଗଞ୍ଜେଇ ଜବତ ଓ ଜଣେ ଅଭିଯୁକ୍ତ ଗିରଫ
Sundargarh Town, Sundargarh | Jul 25, 2025
ଆଜି ଜୁଲାଇ ମାସ 25 ତାରିଖ ଅପରାହ୍ନ 3 ଟା ସମୟରେ ଏକ ବିଶେଷ ସୂତ୍ରରୁ ଅବକାରୀ ଅଧିକ୍ଷକ ସିଦ୍ଧେଶ୍ଵର ବେଶ୍ରାଙ୍କ ନିକଟକୁ ସୂଚନା ମିଳିଥିଲା।...