ପଟ୍ଟାଙ୍ଗୀ: ଅତଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିର।
ନନ୍ଦପୁର ବ୍ଲକ ଅଧିନସ୍ଥ ଅତଣ୍ଡା ଗ୍ରାମ ପଞ୍ଚାୟତରେ ସୋମବାର୍ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ 18 ଟି ଅଭିଯୋଗ ଶୁଣାଣୀ ହୋଇଥିବା ବେଳେ ସେଥି ମଧ୍ୟରୁ ସମସ୍ତ 18ଟି ଯାକ ଅଭିଯୋଗ ସାମୁହିକ ଅଭିଯୋଗ ରହିଥିବା ନେଇ ଅପରାହ୍ନ ୪.୩୦ଟା ସମୟରେ ବ୍ଲକ କାର୍ଯ୍ୟାଳୟ ତରଫରୁ ସୂଚନାlମୁଖ୍ୟତଃ ପାନୀୟଜଳ, ସଡ଼କ, ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିକ ଅଭିଯୋଗ ମାନ ହସ୍ତଗତ ହୋଇଥିବା ବେଳେ ଦୀର୍ଘ ବର୍ଷେ ହେବ ମୁଖ୍ୟ ମନ୍ତ୍ରୀ ବସ ସେବା ଅତଣ୍ଡା ଗ୍ରାମ ପଞ୍ଚାୟତକୁ ସଂଯୋଗ ନେଇ ଦାବି ହୋଇଛି ।