ସୋନପୁର: ଗତକାଲି ବ୍ଲକ ଛକ ପୂଜା କମିଟି ପକ୍ଷରୁ ରଏଲ ପଡିଆ ଠାରେ ମେଲୋଡି କାର୍ଯ୍ୟକ୍ରମ
ମା’ଙ୍କ ଆଗମନରେ ଉଲ୍ଲାସିତ ହୋଇ ପଡିଛି ସୁବର୍ଣ୍ଣପୁର ସୁନା ମାଟି I ଚାରି ଆଡ଼େ ବାସୁସିତ ଫୁଲ ଦହି,ଡ଼ହନା,କର୍ପୂର,ଭାସ୍କର ର ସୁଗନ୍ଧ। ଶକ୍ତି ପୂଜାରେ ବିଭୋର ମଣିଷ । ସବୁଠି ଗୀତ ଓ ମହବତର ସ୍ବର । ଉପରେ ଶରତର ଆକାଶ ଓ ତଳେ ସବୁଜ ପୃଥିବୀ । ସେଇଠି ଉଭା ହୋଇଛନ୍ତି ମାଁ ଦୁର୍ଗା । ଏହି ବେଳାର ସୋନପୁର ବ୍ଲକ ଛକ ଦୁର୍ଗା ପୂଜା କମିଟି ।ପକ୍ଷରୁ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ହାତକୁ ନିଆଁ ଯାଇଛି।ଗତକାଲି ବ୍ଲକ ଛକ ପୂଜା କମିଟି ପକ୍ଷରୁ ରଏଲ ପଡିଆରେ ଆୟୋଜିତ ହୋଇଥିବା ଶୈଳଭାମା ଓ ଜ୍ୟୋତିର୍ମୟୀ ବ୍ରହ୍ମା କୁମ୍ଭାର ଏବଂ ସାଥୀ ଙ୍କ ଦ୍ଵାରା ସମ୍ବଲପୁରୀ ମେଲୋଡ଼ି କାର୍ଯ୍ୟକ୍ରମ,