ନୂଆଗାଁ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ସରକାରୀ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ,ନୂଆଗାଁ ପରିସରରେ ୫ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହାକୁ ନୂଆଗାଁ ବୁ ସାଲଗିମୁନି ଟୁଡୁ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ।ଏଥିରେ ଏବିଇଓ ବାନେ କେଛୁଆ,ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମଲ୍ଲିକ,ସିଆରସିସି ପ୍ରଶାନ୍ତ କେରକେଟା,ରମେଶ ଲାଖୁଆ ପ୍ରମୁଖ ଉପସ୍ଥିତ ଥିଲେ।