ବ୍ରହ୍ମପୁର ରେଳ ଷ୍ଟେସନ ରୋଡରୁ ୬ କେଜି ଗଞ୍ଜେଇ ସହ ଜଣକୁ ଗିରଫ କରିଛି ।ଦିଗପହଣ୍ଡି ଅବକାରୀ ଟିମ୍ ଚଷା ନିମଖଣ୍ଡି ରୁ ୧୩୨ କେଜି ଭାଙ୍ଗ ଜବତ କରିବା ସହ ଜଣକୁ ଗିରଫ କରିଥିବା ବେଳେ ଭିଷ୍ମଗିରି ରୋଡ ରୁ ୫୦ କେଜି ଭାଙ୍ଗ ସହ ଜଣକୁ ଗିରଫ କରିଛି l ଅବକାରୀ ବିଭାଗ ୩ ଜଣକୁ ଗିରଫ କରିବା ସହ ୧୮୨ କେଜି ଭାଙ୍ଗ,୬ କେଜି ଗଞ୍ଜେଇ ଓ ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି।