ଖୋର୍ଦ୍ଧା: ଚିଲିକା ମଝିରେ ବୁଡ଼ିଲା ମାଛ ଧରା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ବାପପୁଅ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
Khordha, Khordha | Aug 23, 2025
ଚିଲିକା ମଝିରେ ବୁଡ଼ିଲା ମାଛ ଧରା ଡ଼ଙ୍ଗା । ମାଛ ମାରି ସାତପଡା କାଳିଜାଇ କୁଦଠାରୁ ଖୋର୍ଦ୍ଧା ଟାଙ୍ଗୀ ଥାନା ମାନସିଂପୁରକୁ ଫେରୁଥିବା ବେଳେ ମଝି...