ପାଲଲହଡା: ବିଜୁଛାତ୍ର ଜନତା ଦଳ ତରଫରୁ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଖମାର ଥାନାରେ ସ୍ମାରକ ପତ୍ର ପ୍ରଦାନ
Palalahada, Angul | Aug 5, 2025
ରାଜ୍ୟରେ ଛାତ୍ରୀ ,ମହିଳା ଅସୁରକ୍ଷିତ ,ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କୁ ଦୃଷ୍ଟି ରେ ରଖି ଆଜି ରାଜ୍ୟ ସାଧାରଣ ସମ୍ପାଦକ ବିଜେଡି ତଥା ପାଳଲହଡାର...