ଗୁରୁଣ୍ଡିଆ: ଆସନ୍ତାକାଲି ଜିଲ୍ଲାରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରହିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଦିନକୁ ଦିନ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ, ଆସନ୍ତା କାଲି ସୁନ୍ଦରଗଡ଼ ଜିଲ୍ଲାରେ 39ଡିଗ୍ରୀ ସେଲସିୟସ ରହିବା ନେଇ ଅରେଞ୍ଜ ୱାର୍ଣ୍ଣି ଜାରି ହୋଇଛି l ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ରବିବାର ଅପରାହ୍ନ ସମୟରେ ସୂଚନା ଦିଆଯାଇଛି l