ବୌଦ୍ଧ ସଦର: ବୌଦ୍ଧ ଜିଲ୍ଲାର ୯ ଟି ପରୀକ୍ଷା କେନ୍ଦ୍ରରେ ଜିଲ୍ଲାସ୍ତରୀୟ ମିଶନ ଏ -1 ମେଧା ଚୟନ ପରୀକ୍ଷା ଅନୁଷ୍ଠିତ
Baudh Sadar, Boudh (Bauda) | Aug 7, 2025
ଗୁରୁବାର ଦିନ ବୌଦ୍ଧ ଜିଲ୍ଲାସ୍ତରୀୟ ମିଶନ ଏ -1 ମେଧା ଚୟନ ପରୀକ୍ଷା ଜିଲ୍ଲାର ୯ଟି ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହୋଇ ଯାଇଛି l ଏ ପରୀକ୍ଷା...