17 ତମ ଆଦିବାସୀ ୟୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଭୁବନେଶ୍ବର ଓଡିଶା ଯାତ୍ରା କରିଛନ୍ତି, ଏହି ଯାତ୍ରା ଟି ସମବାର ଦିନ 12ଘଣ୍ଟିକା ସମୟରେ କରିଛନ୍ତି, ସୁଚନା ମୁତାବକ ଅଦ୍ୟ ତା 3.11.2025 ରିଖ ଦିନ କେନ୍ଦ୍ର ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ଓ 127 ସି ଆର ପି ଫ ବାଲିଗୁଡା ର ମିଳିତ ଆନୁକୂଲ୍ୟରେ 17ତମ ଆଦିବାସୀ ଯୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଭୁବନେଶ୍ବର ଓଡିଶା ଅଭିମୁଖେ ଯାତ୍ରା କରୁଛନ୍ତି l ଏହି ଅବସରରେ ମୋହନଦାସ କରମଚାନ୍ଦସlଙ୍କୃତିକ୍ ପରିଷଦ ସଭା ଗୃହ ଫୁଲବାଣୀ ଠାରେ ରେ ଏକ ଆଲ