କଟକ ପୌରାଞ୍ଚଳ: କ୍ୟାଣ୍ଟନମେଣ୍ଟ ରୋଡ଼ରେ ଘର ତାଲା ଭାଙ୍ଗି ମୂଲ୍ୟବାନ ସାମଗ୍ରୀ ଚୋରି ମାମଲା, ୨ ଜଣ ଗିରଫ
Cuttack M Corp PS, Cuttack | Jul 21, 2025
କଟକ କ୍ୟାଣ୍ଟନମେଣ୍ଟ ରୋଡ଼ରେ ଥିବା ଏକ ଘରର ତାଲା ଭାଙ୍ଗି ମୂଲ୍ୟବାନ ସାମଗ୍ରୀ ଚୋରି କରିବା ମାମଲାରେ ୨ ଜଣଙ୍କୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ...