ଜନନୀ ଆମ୍ବୁଲାନ୍ସ ଧକ୍କା ରେ ଯୁବକ ମୃତ। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଆର ଆର କଲୋନୀ ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣକ ହେଲେ ଅଜୟ ହୁଏଡ଼ ତାଙ୍କ ବୟସ ୩୦ ବର୍ଷ ବୋଲି ଜଣାପଡିଛି। ତାଙ୍କ ଘର ସାନଟୀକା ଗାଁ ରେ ବୋଲି ଜଣାପଡିଛି। ତେବେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ସଦର ଥାନା ପୋଲିସ ପହଞ୍ଚି ମୃତ ଯୁବକଙ୍କ ଶବ ଉଦ୍ଧାର କରି ପୋଷ୍ଟ ମଟର୍ମ ପାଇଁ ପ ଆଜି ରତୀ 7ଟା ସମାୟରେ ପଠେଇ ତଦନ୍ତ ଆରମ୍ଭ କରିଛି।