ବୌଦ୍ଧ ସଦର: ରକସା ନିଆଁ ଲାଗି ପୋଡ଼ିଲା ଦୁଇ ବଖରା ଘର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
ବୌଦ୍ଧ ବ୍ଳକ୍ ରକସା ନିଆଁ ଲାଗି ପୋଡ଼ିଲା ଦୁଇ ବଖରା ଘର, ଅଳ୍ପକେ ବର୍ତିଲେ ଗ୍ରାମବାସୀ l ସୂଚନା ଅନଯାୟୀ ରବିବାର ଉକ୍ତ ଗ୍ରାମର ଘନଶ୍ୟାମ ମେହେରଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଦୁଇ ବଖରା ଘର ପୋଡ଼ି ପାଉଁଶ ହଇଯାଇଛି l ଖବର ପାଇ ବାଉଁଶୁନି ଦମକଳ ବାହୀନି ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଥିଲେ ଫଳରେ ଗ୍ରାମବାସୀ ନିଆଁ ଦାଉରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି l