ଉଦଯାପିତ ହେଲା କଣିହାଁ ଡେରଙ୍ଗ ୨୮ତମ ବାର୍ଷିକ ତ୍ରୀରଙ୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଆଜି 3 ଟା ବେଳେ ଟୂର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଲେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା । ମ୍ୟାଚ ଦେଖିବା ସହିତ ଖେଳାଲିଙ୍କୁ ଉତ୍ସାହିତ କରିଥିଲେ ବିଧାୟକ । ଗତ 27 ତାରିଖରେ ଟୂର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ଆଜି ଫାଇନାଲ ମ୍ୟାଚରେ ବହୁ ଅତିଥି ବିଭିନ୍ନ ସମୟରେ ଯୋଗଦେଇଥିଲେ ।