ଜାତୀୟ ରାଜପଥ -୪୯ ଝାରସୁଗୁଡା ଜିଲ୍ଲା ଲଖନପୁର ନିକଟରେ ଏକ ଭାରୀଯାନ ଦୁର୍ଘଟଣା ର ସମ୍ମୁଖୀନ ହୋଇଛି l ଭାରୀଯାନ ଟି ବେଲପାହାଡ ପଟୁ ପଞ୍ଚଗାଁ ପଟେ ଯାଉଥିବାବେଳେ ଲଖନପୁର ଛକ ନିକଟରେ କୌଣସି ଏକ ଯାନ ସହ ଧକ୍କା ହୋଇଥିଲା l ଏନେଇ ପୋଲିସ ଏବଂ ଏନଏଆଇ କୁ ଖବର ଦିଆଯିବା ପରେ ଆଜି ଅପରାହ୍ନ ପ୍ରାୟ ୧ ଟା ରେ ଭାରୀଯାନ କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି l