ହିନ୍ଦୋଳ: ବାଙ୍କୁରସିଂହ ଗ୍ରାମ ପଞ୍ଚାୟତଠାରେ ନିଶା ନିବାରଣକୁ ନେଇ ଓଡାପଡ଼ା ବିଡିଓଙ୍କ ପ୍ରତିକ୍ରିୟା
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବାଙ୍କୁରସିଂହ ଗ୍ରାମ ପଞ୍ଚାୟତଠାରେ ସୋମବାର ଦିନ ନିଶା ନିବାରଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଓଡାପଡ଼ା ବିଡିଓ ଯୋଗ ଦେଇଥିଲେ।ମଧ୍ୟାହ୍ନ ୧୨ଟାର ପ୍ରତିକ୍ରିୟା ଯାହା କୁହନ୍ତି।