ଛତ୍ରପୁର: କେରାଣ୍ଡିତୋଳାରେ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଭାଟିରେ ଦୁବୃର୍ତ୍ତକଂ ଧମକ ଘଟଣା, ଛତ୍ରପୁର ଠାରେ ଏସପିଙ୍କୁ ଭେଟି ପ୍ରତିକ୍ରିୟା ରଖିଲେ ଆଇନଜୀବୀ
Chhatrapur, Ganjam | May 9, 2025
ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟିରେ ଦୁର୍ବୃତମାନେ ଉନ୍ମତକାଣ୍ଡ ଘଟାଉଛନ୍ତି । ଏଠାରୁ ମଦଭାଟି ହଟାଇବାକୁ ଧମକଚମକ ଦିଆଯାଉଛି । ଏଭଳି ଅଭିଯୋଗ...