ଉଲୁଣ୍ଡା ବ୍ଲକ କନଫରେନ୍ସ ଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ ସମୀକ୍ଷା ବୈଠକ ଆଜି ଅପରାହ୍ନ 4ଟା 30ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଏହି ବୈଠକରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ବିଭିନ୍ନ ଉନ୍ନୟନ କାର୍ୟର ସମୀକ୍ଷା କରାଯାଇଥିଲା l ଏହି ବୈଠକରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଶୁ ଶେଖର ମଲ୍ଲିକ ଙ୍କ ସମେତ ସମସ୍ତ ପିଇଓ, ଯନ୍ତ୍ରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l