ପରୁଭଟ୍ଟା ର ଏକ ଗୁଣି ଗାରେଡି ମାମଲାରେ SDPO କଯ୍ୟାଳୟ ରେ ଉଭୟ ଙ୍କୁ ଡକାଇ ପ୍ରାଥମିକ ତଦନ୍ତ କରିଛନ୍ତି, ନୁତନ SDPO IPS ଭସଲେ, ଏହି ପ୍ରାଥମିକ ତଦନ୍ତ ବୁଧବାର ଦିନ 11ଘଣ୍ଟିକା କରାଯାଇଥିବା ବେଳେ, ଗଟାଏ ପକ୍ଷ ମାନି ନଥିବା ଜଣା ପଡିଛି, କବି ପାତ୍ର ନାମକ ବ୍ୟକ୍ତି ଙ୍କୁ ଗୁଣି ଗାରେଡି ସନ୍ଦେହ କରି ଗ୍ରାମବାସୀ ଏକ ଘରିଆ କରିଥିବା ନେଇ ଅଭିଯୋଗ କରିଥିଲେ ପାତ୍ର ତେବେ ଏହି ଅଭିଯୋଗ କୁ 4ରୁ 4ମାସ ପୁରି ଯାଇଥିଲେ ସୁଧା କୈଣସି ତଦନ୍ତ ହଇନଥିଲା ଯାହାର ପ୍ରାଥମିକ ତଦନ୍ତ SDPO କରିଥିବା ନେଇ ସୁଚନା ମିଳିଛି, ଗ୍ରାମବାସୀ ଅନ୍ଧବିଶ୍ୱାସ ପଡି ରହିଥିବା ବାରମ୍ବାର ଅଧିକାରୀ ବୁଝାଇବାକୁ