ଟିଟିଲାଗଡ: ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲର କେନାରସ୍ ୨୦୨୫ ଉଦଯାପିତ - ଯୋଗଦେଲେ ଟିଟିଲାଗଡ଼ ଉପଜିଲ୍ଲାପାଳ ଓ ଏସଡିପିଓ
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲର କେନାରସ ୨୦୨୫ ଉଦଯାପିତ। ଟିଟିଲାଗଡ଼ - ଦୁଇ ଦିନ ଧରି ଚାଲିଥିବା ଥ୍ରି ଆର ଏକସପୋ ୨୦୨୫ ମଙ୍ଗଳବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପଦ୍ମନାଭ ସାମନ୍ତରାୟ ଓ ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ଏସଡିପିଓ ଶ୍ରୀଯୁକ୍ତ ଯଶୋବନ୍ତ ନାରାୟଣ ପ୍ରଧାନ, ଟ୍ରଷ୍ଟି ପୁଷ୍ପା ଦେବୀ ସରାଫ, ସ୍କୁଲ ଅଧ୍ୟକ୍ଷା ଡ ସୁନନ୍ଦା ଜଟି, ଉପାଧ୍ୟକ୍ଷା ଶ୍ରି ପିତାମ୍ବର ଶର୍ମା , ସହାୟକ ଜିଲ୍ଲାପାଳ ଶ୍ରୀଯୁକ୍ତ ସନ୍ଦୀପ ଚନ୍ଦ୍ରକାର ଯୋଗ ଦେଇଥିଲେ। ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ଓ ଦ୍ଵି