ବିଜେପୁର: ପଡ଼ା ରେ ଜମୁଛି ଲକ୍ଷ୍ମୀପୂଜା ଯାତ୍ରାରେ ଜମୁଛି ଭିଡ଼
ପଡ଼ା ରେ ଜମୁଛି ଲକ୍ଷ୍ମୀପୂଜା ଯାତ୍ରା l ପ୍ରଥମ ଦିନ ସାଗର ମନ୍ଥନ କାର୍ଯ୍ୟକ୍ରମ ହୋଇଥିବା ବେଳେ ଦ୍ଵିତୀୟ ଦିନ ଅପରାହ୍ନ 2 ଟାରେ ଜଗା ବଳିଆ ଙ୍କ ଶ୍ରୀକ୍ଷେତ୍ର ଭ୍ରମଣ ଦେଖିବା ପାଇଁ ହଜା ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା l ସନ୍ଧ୍ୟାରେ ଲୋକ ମହୋତ୍ସବ ରେ ମଧ୍ୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଏହି ଅବସରରେ ମାନ୍ୟବର ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଲୋକଙ୍କୁ ସମ୍ବୋଧିତ କରିଥିଲେ