ନିମାପଡା: ପୌର ପରିଷଦ ଅନ୍ତର୍ଗତ ଗଡ଼ ଅଣ୍ଢିଆ ଗ୍ରାମରେ ବେକରେ ରଶି ଲଗାଇ ଜଣେ ନାବାଳିକାଙ୍କ ଆତ୍ମହତ୍ୟା, ଶବକୁ ଜବତ କରି ପୋଲିସର ତଦନ୍ତ ଜାରି
Nimapada, Puri | Aug 13, 2025
ଆଜି ମଧ୍ୟାହ୍ନ ଗୋଟାଏ ସମୟରେ ନିମାପଡା ପୌର ପରିଷଦ ଅନ୍ତର୍ଗତ ଗଡ ଅଣ୍ଢିଆ ଗ୍ରାମରେ ଜଣେ ୧୪ବର୍ଷିୟା ନାବାଳିକା ବେକରେ ରଶି ଲଗାଇ ଆତ୍ମହତ୍ୟା...