Public App Logo
Jansamasya
National
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ସିମୁଳିଆ: ଚାନ୍ଦଗୋଛି ଗ୍ରାମ ରେ ହାଣ୍ଡି ଭିତରେ ପଶିଗଲା ଷଣ୍ଡ ର ମୁଣ୍ଡ ଦମକଳ ବାହିନୀ ଦ୍ୱାରା ଉଦ୍ଧାର

Similia, Balasore | Nov 8, 2025
ଖାଦ୍ୟ ଅନ୍ନେଷଣ ରେ ଷଣ୍ଢ ର ମୁଣ୍ଡ ପଶିଗଲା ହାଣ୍ଡି ଭିତରେ l ସ୍ଥାନୀୟ ଲୋକ ମାନେ ଦେଖି ହାଣ୍ଡି କାଢି ନପାରିବାରୁ ଦମକଳ ବାହିନୀ କୁ ଖବର ଦେଇଥିଲେ l ଏମିତି ଘଟଣା ଦେଖିବାକୁ ମିଳିଛି ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତ ଚାନ୍ଦଗୋଛି ଠାରେ ଆଜି ଶନିବାର ଅପରାହ୍ନ 3 ଘଟିକା ସମୟରେ ଉକ୍ତ ଗ୍ରାମ ରେ ଏକ ଷଣ୍ଡ ର ମୁଣ୍ଡ ଟି ହାଣ୍ଡି ଭିତରେ ପଶି ଯାଇଥିବା ଦେଖିବାକୁ ମିଳିଥିଲା l ସ୍ଥାନୀୟ ଲୋକ ମାନେ ବହୁ ଚେଷ୍ଟା ପରେ ହାଣ୍ଡି ନବାହାରିବାରୁ ସ୍ଥାନୀୟ ଲୋକ ମାନେ ଖଇରା ଦମକଳ ବାହିନୀ କୁ ଖବର ଦେଇଥିଲେ l ଦମକଳ ବାହିନୀ ପହଁଚି ହାଣ୍ଡି ରୁ ଷଣ୍ଢ ର ମୁଣ୍ଡ କୁ କାଢିଥିଲେ l

MORE NEWS