Public App Logo
Jansamasya
Haryana
Sambalpur
Cyclone
���ादी
Crimenews
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
Sonunigam
Arvindkejriwal
Jajpur
Rajasthannews
���ोधपुर
Rahul
Indianews
���ंगाल
No video available

ସୁନ୍ଦରଗଡ ସହର: ପୁରନା ଗ୍ରାମ ଠାରେ ଫାର୍ସl ରେ ବେକ କାଟି ଅଙ୍ଗନବାଡି କର୍ମୀ ଙ୍କୁ ହତ୍ୟା କଲା ଯୁବକ..

. ହେମଗିର ଥାନା ଅନ୍ତର୍ଗତ ପୂର୍ଣା ଗ୍ରାମ ଠାରେ ଆଜି ଦିନ 12 ଟା ବେଳେ ପୂରନା ଗ୍ରାମ ଠାରେ ଅଙ୍ଗନବାଡି କର୍ମୀ ଙ୍କୁ ଜୈନିକ ଯୁବକ ଫାର୍ସl ରେ ବେକ କାଟି ହତ୍ଯା କରାଯାଇଥିବା ର ଜଣା ପଡ଼ିଚି, ମୃତକ ଅଙ୍ଗନବାଡି କର୍ମୀ ଜଣକ ହେଲେ ପୂରନା ଗ୍ରାମ ର ଦିବ୍ୟlସିନି ଅଢ଼ା 22, ସୁଚନା ଅନୁସାରେ ପ୍ରତିଦିନ ପରି ଆଜି ମଧ୍ୟ ଗାଁ ଅଙ୍ଗନବାଡି କେନ୍ଦ୍ର ରୁ ନିଜ କାମ ସାରି ଘରକୁ ଦିବ୍ୟlସିନି ଫେରିବା ସମୟରେ ସେହି ଗ୍ରାମ ର ଶରତ କଉଡି 22 ନାମକ ଯୁବକ ଦିବ୍ୟlସିନି ଙ୍କ ବେକରେ ଫାର୍ଶl ରେ ଆକ୍ରମଣ କରି ହତ୍ୟା କରିଥିବା ର ସୁଚନା ମିଳିଛି..