ବରୀ ରାମଚନ୍ଦ୍ରପୁର: ଭୁବନେଶ୍ୱର ସ୍ଥିତ ଧର୍ମଶାଳା ବିଧାୟକଙ୍କ ସରକାରୀ ବାସଭବନକୁ ବରୀ ବିଜେପି ନେତାଙ୍କ ଗସ୍ତ,ବିକାଶକୁ ନେଇ କଲେ ଆଲୋଚନା
ଭୁବନେଶ୍ୱର ସ୍ଥିତ ଧର୍ମଶାଳା ବିଧାୟକଙ୍କ ସରକାରୀ ବାସଭବନକୁ ବରୀ ବିଜେପି ନେତାଙ୍କ ଗସ୍ତ,ବିକାଶକୁ ନେଇ କଲେ ଆଲୋଚନା l ଗତ କିଛିଦିନ ତଳେ ବରୀ ବ୍ଲକ ଅଧ୍ୟକ୍ଷ ବିଜେଡି ଦଳ ଛାଡି ବିଜେପି ଦଳରେ ସାମିଲ ହେଇଛନ୍ତି l ତେବେ ବିଜେପି ଦଳରେ ମିଶିବା ପରେ ଆଜି ବରୀ ବିଜେପି ନେତା ଉମେଶ ଜେନାଙ୍କ ନେତୃତ୍ୱରେ ଅଧ୍ୟକ୍ଷ ଆଉ କିଛି କାର୍ଯ୍ୟକର୍ତା ଭୁବନେଶ୍ୱର ବାସ ଭବନରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଭେଟି ବରୀର ବିକାଶର ସମ୍ପର୍କରେ ଆଲୋଚନା କରିଛନ୍ତି