ଖଲ୍ଲିକୋଟ୍: ଖଲ୍ଲିକୋଟ ଥାନା ଅଂଚଳର ୩ ଟି ସ୍ଥାନରେ ଅବକାରୀ ଗୁଇନ୍ଦା ବିଭାଗ ର ଚଢ଼ାଉ; ୨ ହଜାର କେଜି ପୋଚ ନଷ୍ଟ, ୧୮୦ ଲିଟର ଦେଶୀମଦ ଜବତ, ୨ ଗିରଫ
Khalikote, Ganjam | Sep 2, 2025
ଖଲ୍ଲିକୋଟ ଥାନା ଅଂଚଳର ୩ ଟି ସ୍ଥାନରେ ଆଜି ସକାଳ ୭ ଟା ସମୟରେ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରି ୨ ହଜାର କେଜି ପୋଚ ନଷ୍ଟ କରିବା ସହ ୧୮୦...