ଭଟଲି: ବାଞ୍ଜିପାଲି ଗ୍ରାମ ରେ ନବ ନିର୍ମିତ ମହାଦେବ ମନ୍ଦିର ରତ୍ନାମୁଦ ଉତ୍ସବ ରେ ଯୋଗଦାନ କଲେ ଭଟଲି ବିଧାୟକ
ଭଟଲି ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମରେ ନବନିର୍ମିତ ମହାଦେବ ମନ୍ଦିର ରତ୍ନମୁଦ ଉତ୍ସବ କାର୍ଯ୍ୟକ୍ରମ ରେ ଆଜି 11:30 AM ରେ ଯୋଗଦେଇ ପ୍ରଭୁଙ୍କର ପୂଜା କରିବା ସାଙ୍ଗେ ସାଙ୍ଗେ ଗ୍ରାମ ବାସି ଙ୍କ ସହ ବିଭିନ୍ନ ଆଲୋଚନା କଲେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ