ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବେଲପାହାଡ ଯୋରାବଗା, ଟିଆରଏଲ ପାଚେରୀ କୁ ଲାଗି ରହିଥିବା ଜଙ୍ଗଲରେ ହାତୀ ଥିବାର ସୂଚନା ମିଳିଛି
ଝାରସୁଗୁଡା ଜିଲ୍ଲା ବେଲପାହାଡ ଯୋରାବଗା, ଟିଆରଏଲ ପାଚେରୀ କୁ ଲାଗି ରହିଥିବା ଜଙ୍ଗଲରେ ହାତୀ ଥିବାର ସୂଚନା ମିଳିଛି l ଆଜି ସକାଳ ପ୍ରାୟ ୮ ଟା ୩୦ ରେ ବେଲପାହାଡ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଏହି ଜଙ୍ଗଲରେ ବଣୁଆ ଦନ୍ତା ହାତୀ ବୁଲୁ ଥିବାରୁ ଲୋକଙ୍କୁ ଜଙ୍ଗଲ କୁ ନଯିବା ପାଇଁ ସେଚେତନ କରାଯାଇଛି ଏବଂ ହାତୀ କୁ ଦେଖିଲେ ତୁରନ୍ତ ବନ ବିଭାଗ କୁ ସୂଚନା ଦେବା ପାଇଁ ଅନୁରୋଧ କରାଯାଇଛି l