ସାଲେପୁର: ସାଲେପୁର ବ୍ଲକ୍ ସତ୍ୟଭାମା ପୁରଠାରେ ବୁଧବାର ବିଜେଡ଼ି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ
ବିଜେଡ଼ି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ସତ୍ୟଭାମା ପୁର ଠାରେ ବୁଧବାର ଦିନ ୧୧ଟାରେ ଆରମ୍ଭ ହୋଇଥିଲା, ଏହି କାର୍ଯ୍ୟକ୍ରମ ରେ ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇଥିଲେ, ଅକ୍ଟୋବର ୩୦ ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ସ୍ଥାନ ରେ ଏପରି ପଦଯାତ୍ରା କରାଯିବ ବୋଲି ବିଧାୟକ କହିଛନ୍ତି