ହିନ୍ଦୋଳ: ତାତିଲେ ଅଉଖମା ଗ୍ରାମବାସୀ, ଅତିରିକ୍ତ ଏସପିଙ୍କ କାଯ୍ୟକଳାପକୁ ନେଇ ଗ୍ରାମରେ କ୍ଷୋଭ ପ୍ରକାଶ
ବାଲେଶ୍ଵର ଜିଲ୍ଲାର ଅତିରିକ୍ତ ଏସପିଙ୍କର ନିଜ ଗ୍ରାମ ଅଉଖମାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରୁଥିବା ନେଇ ଗ୍ରାମରେ ଦିର୍ଘଦିନ ଧରି ଅସନ୍ତୋଷ ଲାଗି ରହିଛି। ଏହାକୁ ନେଇ ଗ୍ରାମରେ ଗ୍ରାମବାସୀ ଆଜି ୮ଟାରେ ପ୍ରତିକ୍ରିୟାରେ କ୍ଷୋଭ ପ୍ରକାଶ କରିଛନ୍ତି।