ଧର୍ମଶାଳା: କଦମପାଟଣା ଠାରେ ଭାଗବତ ଟୁଙ୍ଗିର ଉନ୍ନତିକରଣ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କଲେ ବିଧାୟକ ହିମାଂଶୁ ଶେଖର ସାହୁ
Dharmasala, Jajpur | Aug 28, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଞ୍ଚଳ ସବୁବେଳେ ଧାର୍ମିକ ଭାବନା ଓ ଭକ୍ତିଭାବ ସହ ଜଡ଼ିତ ରହିଛି ଏହି ପରିପ୍ରେକ୍ଷୀରେ ଧର୍ମଶାଳା...