ଆଗାମୀ 2025-26 ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ନେଇ ଅପରାହ୍ନ 4.30 ଟାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ଜିଲ୍ଲାପାଳ ନିଯୁକ୍ତି ମେଳାରେ ସ୍ଥାନୀୟ ଉଦ୍ୟୋଗୀଙ୍କ ଭାଗୀଦାରୀକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଚାକିରୀ ଆଶାୟୀ ଯେପରି ଭାବେ ନିଯୁକ୍ତି ମେଳା ସମ୍ପର୍କରେ ଜାଣିପାରିବେ ସେଥିପାଇଁ ବ୍ୟାପକ ଭାବେ ପ୍ରଚାର ପ୍ରସାର ପାଇଁ ବୈଠକରେ ନିଷ୍ପତି