ବରଗଡ: ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟ ଠାରେ ଓଡିଶା ଜନତା ସଂଘର୍ଷ ସମିତି ପକ୍ଷରୁ ଅନୁଷ୍ଠିତ ହେଲା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ
Bargarh, Bargarh (Baragarh) | Aug 31, 2025
ରବିବାର ଦିବା 12 ଘଣ୍ଟା ସମୟରେ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ବରଗଡ ଠାରେ ଓଡିଶା ଜନତା ସଂଘର୍ଷ ସମିତି ବରଗଡ (ସ୍ବେଛାସେବୀ ଜନ କଲ୍ୟାଣ ସଂଗଠନ)...