ନର୍ଲା: ନର୍ଲା ଅଞ୍ଚଳର ପୂର୍ବତନ କ୍ରୀଡାବିତ୍,ଯୁବ ସମାଜସେବୀ ଓ ପୁଜା ଆୟୋଜକ ଯଶୋବନ୍ତ ପୁଝାରୀ ଙ୍କ ବିୟୋଗ ଅଞ୍ଚଳ ଶୋକାକୁଳ ପରିବେଶ
ଆଜି ରବିବାର ଦିନ ସକାଳ ଦଶ ଘଣ୍ଟା ସମୟରେ ନର୍ଲା ଅଞ୍ଚଳରେ କାର୍ତ୍ତିକ ପୂର୍ଣ୍ଣିମା ପୁଜା ପାଠ ହେଉଥିବା ବେଳେ ଅଞ୍ଚଳର ପୂର୍ବତନ କ୍ରୀଡାବିତ୍ ସମାଜସେବୀ ତଥା ପୁଜା ଆୟୋଜକ ଯଶୋବନ୍ତ ପୁଝାରୀ ଙ୍କ ବିୟୋଗ ହୋଇଥଲା ଏହି ଖବର ପ୍ରଚାରିତ ହେବା ଫଳରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ତାଙ୍କର ମୃତ୍ୟୁ ଖବର ପାଇ ନର୍ଲା ପ୍ରେସ ସଂଘ,ସମାଜସେବୀ , ବୁଦ୍ଧିଜୀବୀ ଏବଂ ଜନ ପ୍ରତିନିଧି ପକ୍ଷରୁ ଅଶ୍ରୁଳ ବିଦାୟ ଦେଇଛନ୍ତି