କୁଶାପାଲି ଗ୍ରାମର ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୁନ୍ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କୁଶାପାଲି ଗ୍ରାମର ସୁରମଣି ସାହୁ ଙ୍କୁ ଗତ ୭ ତାରିଖ ଦିନ ଗ୍ରାମର ରାମ ଚନ୍ଦ୍ର ସାହୁ ପ୍ରଚୁର ମାଡ ମାରିବା ସହ ମରଣାନ୍ତକ ଆକ୍ରମଣ କରି ଥିଲେ । ଏ ନେଇ ସୁରମଣୀଙ୍କ ସ୍ତ୍ରୀ ତାରାବତୀ ସାହୁ ରେଢ଼ାଖୋଲ ଥାନାରେ ଗତ ୭ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ । ହେଲେ ଆଜକୁ ଅଭିଯୋଗର ୭ ଦିନ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନ ଥିବା ନେଇ ବୁଧବାର ସକାଳ 10 ଟା ସମୟରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ