କେନ୍ଦୁଝର ସହର: ନୁଆମୁଣ୍ଡି ବଜାର ସ୍ଥିତ ଦୋକାନ ଉପରେ ପଡିଲା ବିରାଟକାୟ ଗଛ, ସିସିଟିଭିରେ କଏଦ ହେଲା ଦୃଶ୍ୟ
Kendujhar Town, Kendujhar | Jul 30, 2025
ବଡବିଲ ନିକଟସ୍ଥ ନୁଆମୁଣ୍ଡି ବଜାର ସ୍ଥିତ ଦୋକାନ ଉପରେ ହଠାତ୍ ଏକ ବିରାଟକାୟ ଗଛ ପଡି ଯିବାରୁ ଆଜି ଏକ ଅଘଟଣ ଘଟିଥିବା ବେଳେ ତାହାର ସିସିଟିଭି...